or_tn/eph/01/22.md

720 B

all things under Christ's feet

ଏଠାରେ “ପାଦ” ଖ୍ରୀଷ୍ଟଙ୍କର ପ୍ରଭୁତ୍ବ, ଅଧିକାର ଓ ଶକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କର ଅଧୀନରେ ସମସ୍ତ ବିଷୟ” (ଦେଖ: rc://*/ta/man/translate/figs-metonymy)

head over all things

ଏଠାରେ “ମସ୍ତକ” ନେତା ବା ଦାୟିତ୍ବରେ ରହିଥିବା ବ୍ୟକ୍ତିଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସମସ୍ତ ବିଷୟ ଉପରେ ଅଧିକାରୀ” (ଦେଖ: rc://*/ta/man/translate/figs-metaphor)