or_tn/eph/01/16.md

4 lines
493 B
Markdown

# I have not stopped thanking God
ପାଉଲ “କ୍ଷାନ୍ତ ହେଉ ନାହିଁ” ବାକ୍ୟାଂଶଟି ବ୍ୟବହାରକରି ଗୁରୁତ୍ବ ଦେଉଛନ୍ତି ଯେ ସେ ନିରନ୍ତର ଧନ୍ୟବାଦ ଦେଉଛନ୍ତି I ବିକଳ୍ପ ଅନୁବାଦ: ମୁଁ ନିରନ୍ତର ଈଶ୍ବରଙ୍କର ଧନ୍ୟବାଦ ଦେଉଅଛି” (ଦେଖ: [[rc://*/ta/man/translate/figs-litotes]])