or_tn/eph/01/14.md

4 lines
726 B
Markdown

# the guarantee of our inheritance
ଈଶ୍ବର ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ପ୍ରାପ୍ତହେବା ବିଷୟରେ କୁହାଯାଏ ଯେ ସତେ ଯେପରି ଜଣେ ଲୋକ ପରିବାରର ଜଣେ ସଦସ୍ୟଙ୍କଠାରୁ ସମ୍ପତ୍ତି ବା ଧନ ପ୍ରାପ୍ତ ହେଉଅଛି I ବିକଳ୍ପ ଅନୁବାଦ: “ଈଶ୍ବର ଯାହା ପ୍ରତିଜ୍ଞା କରିଅଛନ୍ତି, ଆମ୍ଭେମାନେ ଯେ ତାହା ପ୍ରାପ୍ତହେବା ତହିଁର ନିଶ୍ଚିତତା” (ଦେଖ: [[rc://*/ta/man/translate/figs-metaphor]])