or_tn/eph/01/11.md

1.5 KiB

we were appointed as heirs

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆମ୍ଭମାନଙ୍କୁ ଉତ୍ତରାଧିକାରୀ ହେବା ନିମନ୍ତେ ମନୋନୀତ କରିଅଛନ୍ତି” (ଦେଖ: rc://*/ta/man/translate/figs-activepassive)

We were decided on beforehand

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସମୟର ପୂର୍ବେ ଆମ୍ଭମାନଙ୍କୁ ମନୋନୀତ କରିଅଛନ୍ତି” କିମ୍ବା “ଈଶ୍ବର ବହୁ ପୂର୍ବରୁ ଆମ୍ଭମାନଙ୍କୁ ମନୋନୀତ କରିଅଛନ୍ତି” (ଦେଖ: rc://*/ta/man/translate/figs-activepassive)

we were appointed as heirs ... We were decided on beforehand

“ଆମ୍ଭେମାନେ” ସର୍ବନାମଗୁଡିକ ବ୍ୟବହାରକରି ପାଉଲ ଆପଣାକୁ ଓ ଅନ୍ୟ ଯିହୂଦୀ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଉଛନ୍ତି, ଯେଉଁମାନେ ଏଫିସୀୟ ବିଶ୍ବାସୀମାନଙ୍କ ପୂର୍ବରୁ ଖ୍ରୀଷ୍ଟଙ୍କୁ ବିଶ୍ବାସ କରିଥିଲେ I (ଦେଖ: rc://*/ta/man/translate/figs-exclusive)