or_tn/col/04/intro.md

1.7 KiB

କଲସୀୟ 0୪ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଏବଂ ଆକୃତି

[କଲସୀୟ 4:1](।। /।। /col/04/01। md) ଅଧ୍ୟାୟ 4ର ବଦଳରେ ଅଧ୍ୟାୟ 3ର ବିଷୟଗୁଡିକ ସମ୍ଭାବିତ ଦୃଶ୍ୟମାନ

ଏହି ଅଧ୍ୟାୟରେ ବିଶେଷ ଧରଣାଗୁଡିକ

""ମୋର ନିଜ ହସ୍ତରୁ”

ପ୍ରାଚୀନ ପୂର୍ବତଟସ୍ଥ ସ୍ଥାନରେ ଲେଖକଙ୍କୁ କହିବା ନିମନ୍ତେ ଏବଂ ଅନ୍ୟ କିଏ ଶବ୍ଦ ଲେଖିବା ସାମାନ୍ୟ କଥା ଥିଲା। ନୂତନ ନିୟମର କେତେକ ପତ୍ର ଏହି ପ୍ରକାର ଲେଖାଯାଇଅଛି। ପାଉଲ ଅନ୍ତିମ ଅଭିବାଦନ ସ୍ବୟଂ ନିଜେ ଲେଖିଲେ।

ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ଥିଲା

ସତ୍ୟର ରହସ୍ୟ

ପାଉଲ ଏହି ଅଧ୍ୟାୟରେ ଏକ “ସତ୍ୟର ରହସ୍ୟ”କୁ ଦର୍ଶାଇ ଅଛନ୍ତି। ଈଶ୍ବରଙ୍କ ଯୋଜନାଗୁଡିକରେ ମଣ୍ଡଳୀଗୁଡିକର ଭୂମିକା ଅଜ୍ଞାତ ଥିଲା। କିନ୍ତୁ ଇଶ୍ବର ଏବେ ଏହାର ପ୍ରକାଶ କରିଅଛନ୍ତି। ଏହି କିଛି ଅଂଶରେ ଇଶ୍ବରଙ୍କ ଯୋଜନାରେ ଯିହୁଦୀମାନଙ୍କ ସହିତ ଅନ୍ୟ ଜାତିର ଲୋକମାନେ ସମାନ ଅଧିକାର ପାଇବେ। (ଦେଖ:rc://*/tw/dict/bible/kt/reveal)