or_tn/col/04/15.md

12 lines
703 B
Markdown

# brothers
ଏଠାରେ ଏହାର ଅର୍ଥ ଖ୍ରୀଷ୍ଟିୟାନମାନେ ଅନୁସରଣ କର, ଉଭୟ ପୁରୁଷ ଓ ନାରୀର।
# in Laodicea
କଲସୀର ନିକଟରେ ଏକ ସହର ଥିଲା ସେଠାରେ ମଧ୍ୟ ଏକ ମଣ୍ଡଳୀ ଥିଲା
# Nympha, and the church that is in her house
ନୁମଫା ନାମକ ଏକ ମହିଲା ଗୃହ ମଣ୍ଡଳୀ ଗଠନ କରିଥିଲା। ଅନ୍ୟ ଏକ ଅନୁବାଦ: “ନୁମଫା ଏବଂ ସେହି ବିଶ୍ବାସୀମାନଙ୍କ ଦଳ ତାହାର ଗୃହରେ ସାକ୍ଷାତ ହେଉଥିଲେ”