or_tn/col/04/07.md

1.3 KiB

General Information:

ଅନୀସିମ କଲସୀରେ ଫିଲିପ୍ପକ ଦାସ ଥିଲେ। ସେ ଫିଇପ୍ପକଠୁ ପଇସା ଚୋରି କରିଥିଲା ଏବଂ ରୋମ ପାଲାୟନ କରିଥିଲା ଯେଉଁଠାରେ ସେ ପାଉଲକ ସେବା ମଧ୍ୟରେ ଖ୍ରୀଷ୍ଟକୁ ଜାଣିଲା। ଏବେ ତୁଖିକ ଏବଂ ଅନୀସିମ, କଲସୀୟମାନଙ୍କ ପାଇଁ ପାଉଲଂକ ପତ୍ର ଆଣୁଛନ୍ତି।

Connecting Statement:

ପାଉଲ କିଛି ଲୋକମାନଙ୍କ ବିଷୟରେ ବିଶେଷ ନିର୍ଦେଶଗୁଡିକର ସଙ୍ଗେ ସଙ୍ଗେ ବ୍ୟକ୍ତିଗତ ଭାବରେ ବିଶ୍ବାସୀମାନଙ୍କ ପାଇଁ ଅଭିବାଦନ ଦେଉଛନ୍ତି।

the things concerning me

ସବୁକିଛି ଯାହା ମୋ ସହିତ ଘଟିଅଛି

fellow slave

ସାଥି ଦାସ। ଯଦ୍ୟପି ପାଉଲ ଏକ ସ୍ବତନ୍ତ୍ର ବ୍ୟକ୍ତି ଅଟନ୍ତି, ସେ ନିଜକୁ ଖ୍ରୀଷ୍ଟଙ୍କର ସେବକ ରୂପରେ ଦେଖନ୍ତି ଏବଂ ତୁଖିକକୁ ଏକ ସାଂଗପରି ଦେଖନ୍ତି।