or_tn/col/04/06.md

1.0 KiB

Let your words always be with grace. Let them be seasoned with salt

“ଖାଦ୍ୟରେ ଲୁଣ” ଶଦ୍ଦଟି ଏକ ରୂପକ ଅଟେ, ଯାହାର ଅର୍ଥ ବାକ୍ୟ ଯାହା ଅନ୍ୟମାନଙ୍କୁ ଶିକ୍ଷା ଦିଏ ଏବଂ ଅନ୍ୟମାନେ ଶୁଣିବାରେ ଖୁସି ହୁଅନ୍ତି। ଅନ୍ୟ ଏକ ଅନୁବାଦ: “ତୁମର କଥୋପକଥନ ସର୍ବଦା ଦୟାଳୁ ଏବଂ ଆକର୍ଷକ ହେଉ”(ଦେଖ:rc://*/ta/man/translate/figs-metaphor)

so that you may know how you should answer

ତାହାହେଲ ତୁମ୍ଭେମାନେ ଜ୍ଞାତ ହେବ ଯୀଶୁ ଖ୍ରୀଷ୍ଟକ ବିଷୟରେ, କାହାକୁ କେମିତି ପ୍ରଶ୍ନର ଉତ୍ତର ଦେବାକୁ ହେବ।” କିମ୍ବା ଯେଉଁଦ୍ବାରା ତୁମେ ସମସ୍ତ ବ୍ୟକ୍ତିଙ୍କ ସହିତ ଭଲରେ ବ୍ୟବହାର କରିପାରିବ”