or_tn/col/04/01.md

1.2 KiB

Connecting Statement:

ଶିକ୍ଷକଙ୍କ ସହିତ କଥା କହିବା ପରେ, ପାଉଲ କଲସୀ ମଣ୍ଡଳୀର ବିଭିନ୍ନ ପ୍ରକାର ବିଶ୍ବାସୀମାନଙ୍କ ପାଇଁ ତାହାଙ୍କର ବିଶେଷ ନିର୍ଦ୍ଦେଶ ସହିତ ସମାପ୍ତ କରନ୍ତି।

right and fair

ପ୍ରାୟତଃ ଏହି ଶବ୍ଦଗୁଡିକର ଅର୍ଥ ସମାନ ଅଟେ, ଗୁରୁତ୍ତ୍ବ ଦେବା ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରାଯାଇଥାଏ, ଯାହା ନୈତିକ ରୂପରେ ସଠିକ୍ ଅଟେ। (ଦେଖ:rc://*/ta/man/translate/figs-doublet)

you also have a master in heaven

ଇଶ୍ବର ଚାହାନ୍ତି ସଂସାରିକା ଗୁରୁ ଏବଂ ତାହାର ଦାସ ମଧ୍ୟରେ ସଂପର୍କ ପ୍ରେମମୟ ହେଉ, ଯେମିତି ସ୍ବର୍ଗୀୟ ସ୍ବାମି, ତାଙ୍କର ସଂସାରୀକ ଦାସମାନଙ୍କୁ ପ୍ରେମ କରନ୍ତୁ, ଯେଉଁଥିରେ ସଂସାରୀକ ଦାସଙ୍କର ସ୍ବାମୀ ମିଳିତ ଅଟନ୍ତି,