or_tn/col/03/17.md

1.2 KiB

in word or in deed

କହିବାରେ ଓ ଅଭିନୟ କରିବାରେ

in the name of the Lord Jesus

ଏଠାରେ ଏକ ବ୍ୟକ୍ତିର ନାମରେ ଅଭନୟ କରିବାର ଅଭିନୟ ନିମନ୍ତେ ଏକ ଉପମାନ ଅଟେ। ଅନ୍ୟ ଏକ ଅନୁବାଦ: “ପ୍ରଭୁ ଯୀଶୁକର ସମ୍ମାନ କରିବା”ଓ “ଯେମିତି ଅନ୍ୟମାନେ ଜାଣିପାରିବେ ତୁମେ ପ୍ରଭୁ ଯୀଶୁଙ୍କର ଏବଂ ତାଙ୍କ ବିଷୟରେ ଭଲ ଭାବିବାକୁ” ଓ “ଜାଣିବେକି ପ୍ରଭୁ ଯୀଶୁ ସ୍ବୟଂ ଏମିତି କରିଥିଲେ” (ଦେଖ:rc://*/ta/man/translate/figs-metonymy)

through him

ସମ୍ଭବପର ଅର୍ଥଗୁଡିକ 1) କାରଣ ସେ ମହାନ କାର୍ଯ୍ୟ କରିଅଛନ୍ତି ଓ 2)କାରଣ ସେ ଲୋକଙ୍କ ପାଇଁ ଇଶ୍ବରଙ୍କ ସହିତ କଥା ହେବାରେ ସମ୍ଭବ କଲେ ଏବଂ ସେଥିପାଇଁ ତାହାଙ୍କୁ ଧନ୍ୟବାଦ ଦେବା । (ଦେଖ:rc://*/ta/man/translate/figs-metaphor)