or_tn/col/03/16.md

1.5 KiB

Let the word of Christ live in you

ପାଉଲ ଖ୍ରୀଷ୍ଟଙ୍କ ବାକ୍ୟ ବିଷୟରେ କହନ୍ତି ଯେମିତିକି ସେ ଅନ୍ୟ ଲୋକମାନଙ୍କ ଅନ୍ତରରେ ରହିବାରେ ସକ୍ଷମ ବ୍ୟକ୍ତି ଥିଲେ। “ଖ୍ରୀଷ୍ଟଙ୍କ ବାକ୍ୟ”ଏଠାରେ ଖ୍ରୀଷ୍ଟଙ୍କର ଶିକ୍ଷାଗୁଡିକ ପାଇଁ ଏକ ଉପମାନ ଅଟେ। ଅନ୍ୟ ଏକ ଅନୁବାଦ: “ ଖ୍ରୀଷ୍ଟଙ୍କ ନିର୍ଦ୍ଦେଶରେ ଆଜ୍ଞାକାରୀ ହେବା” ଓ“ସର୍ବଦା ଖ୍ରୀଷ୍ଟକ ଶପଥରେ ବିଶ୍ବାସ କରିବା” (ଦେଖ:rc://*/ta/man/translate/figs-metaphor)

admonish one another

ପରସ୍ପପରକୁ ସାବଧାନ ଏବଂ ପ୍ରୋତ୍ସାହିତ କର

with psalms and hymns and spiritual songs

ଗୀତର ସହିତ ଇଶ୍ବରଙ୍କର ସ୍ତୁତି କର

Sing with thankfulness in your hearts

ଏଠାରେ “ହୃଦୟ” ଲୋକଙ୍କର ମନ ଓ ଅନ୍ତର ମନୁଷ୍ୟର ଉପମାନ ଅଟେ। ଅନ୍ୟ ଏକ ଅନୁବାଦ: ତୁମର ମନରେ ଧନ୍ୟବାଦ ସହିତ ଗାଅ” କିମ୍ବା “ଗୀତ ଗାୟନ କରଏବଂ ଧନ୍ୟବାଦୀ ହୁଅ” (ଦେଖ:rc://*/ta/man/translate/figs-metonymy)