or_tn/col/03/14.md

605 B

have love, which is the bond of perfection

ଏଠାରେ “ସିଦ୍ଧତାର ନିୟମ” ଏକ ଏମିତି ବିଷୟର ରୂପକ ଅଟେ ଯାହା ଲୋକମାନଙ୍କ ମଧ୍ୟରେ ଏକତା ପରିପୂର୍ଣ୍ଣର କାରଣ ହୋଇଥାଏ। ଅନ୍ୟ ଏକ ଅନୁବାଦ: “ପରସ୍ପପର ମଧ୍ୟରେ ପ୍ରେମ କର କାରଣ ଏହା ତୁମ୍ଭମାନଙ୍କୁପୂର୍ଣ୍ଣରୂପରେ ଏକତ୍ରିତ କରିବ। (ଦେଖ:rc://*/ta/man/translate/figs-metaphor)