or_tn/col/03/13.md

841 B

Bear with one another

ପରସ୍ପର ସହିତ ସହନଶୀଲତା ହୁଅ ଓ “ଯେତେବେଳେ ତୁମେ ପରସ୍ପରକୁ ନିରାଶ କରୁଛ ତେବେ ପରସ୍ପରକୁ ମଧ୍ୟ ଗ୍ରହଣ କର”

Be gracious to each other

ପରସ୍ପରକୁ ନିଜଠାରୁ ଉତ୍ତମ ମନେ କରି ତାହାଙ୍କର ସହିତ ଉତ୍ତମ ବ୍ୟବହାର କର

has a complaint against

“ଅଭିଯୋଗ” ଭାବନାତ୍ମକ ବିଶେଶ୍ୟରେ“ଅଭିଯୋଗ କରିବା” କହିପାରିବା। ଅନ୍ୟ ଏକ ଅନୁବାଦ: “ବିରୁଦ୍ଧରେ ଅଭିଯୋଗ କରିବା ଏକ କାରଣ ଅଟେ”(ଦେଖ:rc://*/ta/man/translate/figs-abstractnouns)