or_tn/col/03/11.md

2.1 KiB

there is no Greek and Jew, circumcision and uncircumcision, barbarian, Scythian, slave, freeman

ଏହି ଶବ୍ଦଗୁଡିକୁ ସେହି ବର୍ଗର ଲୋକମାନଙ୍କ ଏକ ଉଦାହରଣ ଅଟେ ଯାହା ପାଉଲ କହନ୍ତି ଈଶ୍ବରଙ୍କ ପାଇଁ କୌଣସି ବିଷୟ ନୁହେଁ। ଇଶ୍ବର ପ୍ରତ୍ୟକ ବ୍ୟକ୍ତିକୁ ଏକାପରି ଦେଖନ୍ତି ଜାତି, ଧର୍ମ, ରାଷ୍ଟ୍ରିୟତା ଓ ସାମାଜିକ ସ୍ତିତିର ଅନୁସାରେ ନୁହେଁ। ଅନ୍ୟ ଏକ ଅନୁବାଦ: “ଜାତି, ଧର୍ମ, ସଂସ୍କୃତି ଓ ସାମାଜିକ ସ୍ତିତି କିଛି ମାନେରଖେ ନାହିଁ” (ଦେଖ:rc://*/ta/man/translate/figs-metonymy)

barbarian

ଏକ ବିଦେଶୀ ଯେସ୍ତାନୀୟ ସଂସ୍କାରକୁ ଜଣେନାହିଁ

Scythian

ଏହା ସ୍କୁଥିୀୟ ଦେଶର କୌଣସି ଜଣ ଅଟନ୍ତି, ଯାହା ରୋମୀୟ ସାମ୍ରାଜ୍ୟରୁ ବାହାରେ ଥିଲା ଗ୍ରୀକ ଏବଂ ରୋମୀୟମାନେ ଏହି ଶବ୍ଦର ବ୍ୟବହାର ଏମିତି ବ୍ୟକ୍ତି ପାଇଁ କଲେ ଯିଏ ଏପରି ଏକ ସ୍ଥାନରେ ପ୍ରତିପୋଷଣ ହୋଇଅଛନ୍ତି, ଯେଉଁଠାରେ ସବୁବେଳେ ସମସ୍ତେ ଦୁଷ୍ଟ କାମ କରୁଥିଲେ।

Christ is all, and is in all

ଖ୍ରୀଷ୍ଟଙ୍କ ଶାସନରେ କିଛିବି ବାହାରେ ରଖାଯାଇନାହିଁ କିମ୍ବା ଛଡାଯାଇନାହିଁ। ଅନ୍ୟ ଏକ ଅନୁବାଦ: “ଖ୍ରୀଷ୍ଟ ସମସ୍ତ ବିଷୟରେ ମହତ୍ତ୍ବପୂର୍ଣ୍ଣ ଅଟନ୍ତି ଏବଂ ତାହାଙ୍କର ସମସ୍ତ ଲୋଙ୍କକଠାରେ ରହନ୍ତି”(ଦେଖ:rc://*/ta/man/translate/figs-explicit)