or_tn/col/03/07.md

1.0 KiB

It is in these things that you also once walked

ପାଉଲ ଏପରି ଏକ ପ୍ରକ୍ରିୟା କିମ୍ବା ପଥ ବିଷୟରେ କହେ ଯେପରି ଏକ ବ୍ୟକ୍ତି ବ୍ୟବହାର କରିଥାଏ ଯେପରି ସେ ଏକ ମାର୍ଗ କିମ୍ବା ପଥ ଅଟେ ଯାହା ଉପରେ ଏକ ବ୍ୟକ୍ତି ଚାଲିଥାଏ ଅନ୍ୟ ଏକ ଅନୁବାଦ: “ଏହା ସେହି ବିଷୟଗୁଡିକ ଅଟେ ଯାହା ତୁମେ କରିଥିଲ” (ଦେଖ:rc://*/ta/man/translate/figs-metaphor)

when you lived in them

ସମ୍ଭବପର ଅର୍ଥଗୁଡିକ 1) “ଯେତେବେଳେ ତୁମେ ଏହି ସବୁ ବିଷୟଗୁଡିକ ଅଭ୍ୟାସ କରିଲ୍” 2) ଯେତେବେଳେ ତୁମେ ଈଶ୍ବରଙ୍କୁ ଅମାନ୍ୟ କରୁଥିବା ଲୋକମାନଙ୍କ ମଧ୍ୟରେ ରହୁଥିଲା” (ଦେଖ:rc://*/ta/man/translate/figs-metaphor)