or_tn/col/03/03.md

1.6 KiB

For you have died

ଯେମିତିକି ବାସ୍ତବରେ ଖ୍ରୀଷ୍ଟଙ୍କ ମୃତ୍ୟୁ ହୋଇଥିଲା, ଇଶ୍ବର କଲସୀୟ ବିଶ୍ବାସୀ ମାନଙ୍କୁ ଖ୍ରୀଷ୍ଟଙ୍କ ସାଥିରେ ମରିବା ରୁପରେ ଗଣିଲେ। (ଦେଖ:rc://*/ta/man/translate/figs-metaphor)

your life is hidden with Christ in God

ପାଉଲ ଲୋକଙ୍କ ଜୀବନ ବିଷୟରେ କହନ୍ତି ଯେମିତିକି ସେମାନେ ଏମିତି ବସ୍ତୁଗୁଡିକ ଅଟନ୍ତି ଯାହାକୁ ଏକ ପାତ୍ରରେ ଲୁଚାଇ ଦିଆଯାଇପାରେ ଏବଂ ଈଶ୍ବରଙ୍କ ବିଷୟରେ କହନ୍ତି ଯେମିତିକି ସେ ଏକ ଗିତିଏ ପାତ୍ର ଥିଲେ। ଅନ୍ୟ ଏକ ଅନୁବାଦ: ସମ୍ଭବପର ଅର୍ଥମାନ 1)”ଏହା ଏମିତି ଅଟେ ଯେମିତି ଇଶ୍ବର ତୁମର ଜୀବନ ନେଇ ଏବଂ ଏହାକୁ ଈଶ୍ବରଙ୍କ ଉପସ୍ଥିତିରେ ଖ୍ରୀଷ୍ଟଙ୍କ ସହିତ ସୁରକ୍ଷିତରେ ରଖିଲେ” ଓ 2)କେବଳ ଇଶ୍ବର ଜଣନ୍ତି ତୁମର ଜୀବନ ବାସ୍ତବରେ କଅଣ, ଏବଂ ଯେତେବେଳେ ଖ୍ରୀଷ୍ଟଙ୍କୁ ପ୍ରକାଶ କରିବେ ସେତେବେଳେ ସେ ତାହା ପ୍ରକାଶ କରିବେ” (ଦେଖ:[[rc:///ta/man/translate/figs-activepassive]] ଏବଂ [[rc:///ta/man/translate/figs-metaphor]])