or_tn/col/02/12.md

2.4 KiB

You were buried with him in baptism

ପାଉଲ ଡୁବନହେବା ଏବଂ ବିଶ୍ବାସୀମାନଙ୍କ ସଭାରେ ଯୋଡିବା କଥା କହନ୍ତିମନେ ହୁଏ ଯେମିତିକି ତାହାକୁ ଖ୍ରୀଷ୍ଟକ ସହିତ କବର ଦିଆଯାଉଥିଲା। ଏହାକୁ ସକ୍ରିୟ ବନାଇପାରିବା। ଅନ୍ୟ ଏକ ଅନୁବାଦ: “ ଯେତେବେଳେ ତୁମେ ମଣ୍ଡଳୀରେ ଡୁବନରେଯୋଗ ଦିଅ ସେତେବେଳେ ଇଶ୍ବର ତୁମକୁ ଖ୍ରୀଷ୍ଟକ ସହିତ କବର ଦିଅନ୍ତି” (ଦେଖ:[[rc:///ta/man/translate/figs-metaphor]]ଏବଂ[[rc:///ta/man/translate/figs-activepassive]])

in him you were raised up

ଏହି ରୂପକର ସହିତ, ପାଉଲ ବିଶ୍ବାସୀମାନଙ୍କ ନୂତନ ଆଧାତ୍ମିକ ଜୀବନର ବିଷୟରେ କହନ୍ତି ଯେମିତି ଇଶ୍ବର ଖ୍ରୀଷ୍ଟକୁ ପୁନର୍ବାର ଜୀବିତ କରି ସମ୍ଭବ କଲେ। ଏହାକୁ ସକ୍ରିୟ ବନାଇପାରିବା। ଅନ୍ୟ ଏକ ଅନୁବାଦ: “କାରଣ ତୁମ୍ଭେମାନେ ନିଜେ ଖ୍ରୀଷ୍ଟଙ୍କଠାରେ ମିଳିତ ହୋଇଅଛ, ପରମେଶ୍ବର ତୁମ୍ଭମାନଙ୍କୁ ଉଠାଇ ଅଛନ୍ତି” ବା” “ଇଶ୍ବରେ ତୁମକୁ ତାହାଙ୍କରଠାରେ ପୁନର୍ବାର ବଂଚିବା ପାଇଁ ପ୍ରେରିତ କଲେ” (ଦେଖ:[[rc:///ta/man/translate/figs-metaphor]] ଏବଂ [[rc:///ta/man/translate/figs-activepassive]])

you were raised up

ଏଠାରେ ଉର୍ଦ୍ଧକୁ ଉଠାଇବା ଏକ ରୂଢି ଅଟେ ଯେ କାହାର ମୃତ୍ୟୁ ହୋଇଛି ସେ ପୁନର୍ବାର ଜୀବିତ ହୋଇଗଲା। ଏହା ସକ୍ରିୟ ପ୍ରକ୍ରିୟାରେ କୁହାଯାଇ ପାରିବ। ଅନ୍ୟ ଏକ ଅନୁବାଦ: “ଇଶ୍ବର ତୁମକୁ ଉର୍ଦ୍ଧକୁ ଉଠାଇବେ” ଓ “ଇଶ୍ବର ତୁମକୁ ପୁନର୍ବାର ଜୀବିତ କରି ପ୍ରକାଶ କରିବେ” (ଦେଖ:rc://*/ta/man/translate/figs-activepassive)