or_tn/col/02/06.md

949 B

walk in him

ପଥରେ ଚାଲିବା ଏହା ରୂପକ ଅଟେ, ଯାହାର ଅର୍ଥ ଜଣେ ବ୍ୟକ୍ତି ତାହାର ଜୀବନ ଯାତ୍ରରେ କିପ୍ରକାରେ ଜୀବନ କାଟୁଛି। ""ତାହଙ୍କଠାରେ"" ଏହି ଶବ୍ଦ ଏହା ଉଲ୍ଲେଖ୍ କରେ କି ଖ୍ରୀଷ୍ଟଙ୍କ ସହିତ ଘନିସ୍ଟ ସମ୍ପର୍କ ଓ ଏମିତି କରିବା ଦ୍ବାରା ସେ ଖୁସି ହୁଅନ୍ତି। ଅନ୍ୟ ଏକ ଅନୁବାଦ: “ଅପଣଙ୍କ ଜୀବନ ସେହି ପ୍ରକାର ବନ୍ଚନ୍ତୁ ଯେମିତି ସେ ଚାହୁଁଛନ୍ତି"" ଓ ""ଜୀବିତ ରୁହ ଫଳରେ ଲୋକ ଦେଖିପାରିବେ କି ଆପଣମାନେ ତାହଙ୍କ ସହିତ ଅଛ"" (ଦେଖ:rc://*/ta/man/translate/figs-metaphor)