or_tn/col/02/03.md

1.4 KiB

In him all the treasures of wisdom and knowledge are hidden

ଏକମାତ୍ର ଖ୍ରୀଷ୍ଟହିଁଇଶ୍ବରଙ୍କର ସତ୍ୟ ବୁଦ୍ଧି ଏବଂ ଜ୍ଞାନକୁ ପ୍ରକାଶ କରନ୍ତି। ଏହା ସକ୍ରୀୟ ରୂପରେ କୁହାଯାଇ ପାରିବ। ଅନ୍ୟ ଏକ ଅନୁବାଦ: “ଇଶ୍ବର ସମସ୍ତ ଜ୍ଞାନ ଏବଂ ଜ୍ଞାନର ସମସ୍ତରହସ୍ୟକୁ ଖ୍ରୀଷ୍ଟଙ୍କଠାରେ ଲୁକାୟିତ କରିଛନ୍ତି "" (ଦେଖ:rc://*/ta/man/translate/figs-activepassive)

the treasures of wisdom and knowledge

ପାଉଲ ଇଶ୍ବରଙ୍କ ଜ୍ଞାନ ଏବଂ ଲୁକାୟିତ କରିଛନ୍ତି ଯେମିତିକି ଏହା ଭୌତିକ ଧନ ଥିଲା। ଅନ୍ୟ ଏକ ଅନୁବାଦ: “ବହୁମୂଲ୍ୟ ଜ୍ଞାନ ଏବଂ ବୁଦ୍ଧି"" (ଦେଖ rc://*/ta/man/translate/figs-metaphor)

wisdom and knowledge

ଏହି ଶବ୍ଦ ଗୁଡିକର ଅର୍ଥ ପ୍ରାୟ ଏକାଭଳି। ପାଉଲ ତାହାର ବ୍ୟବହାର ଏଥିପାଇଁ କରନ୍ତି କି ସମସ୍ତ ଆଧ୍ୟାତ୍ମିକ ଭାବନା ଶକ୍ତି ଖ୍ରୀଷ୍ଟଙ୍କ ଠାରୁ ଆସିଥାଏ। (ଦେଖ: rc://*/ta/man/translate/figs-doublet)