or_tn/col/02/01.md

1.7 KiB

Connecting Statement:

ପାଉଲ କଲସୀ ଓ ଲାଅଦିକୀଆର ବିଶ୍ବାସୀ ମନକୁଂ ବୁଝାଇବା ପାଇଁ ପ୍ରତ୍ସାହିତ କରି କହିଲେ ଖ୍ରୀଷ୍ଟ୍ ପ୍ରଭୁ ଅଟନ୍ତି ଓ ସେ ବିଶ୍ବାସୀମାନଙ୍କ ଠାରେ ରୁହନ୍ତି, ତେଣୁ ସେମାନେ ଯେଉ ପ୍ରକାରେ ତାହାଙ୍କୁ ଗ୍ରହଣ କରିଥିଲେ ସେହି ପ୍ରକାରେ ସେମାନଙ୍କୁ ବଞ୍ଚିବାକୁ ହେବ।

how great a struggle I have had for you

ପାଉଲ ସେମାନଙ୍କର ପବିତ୍ରତା ଓ ସୁସାମଚାରର ଜ୍ଞାନ ବୃଦ୍ଧି କରିବା ନିମନ୍ତେ ବହୁତ ଚେଷ୍ଟା କରିଛନ୍ତି।

those at Laodicea

ଏହି ସହର କଲସୀ ସହରର ଅତି ନିକଟବର୍ତ୍ତୀ ଏକ ସହର ଥିଲା ଯେଉଁଠାରେ ଏକ ମଣ୍ଡଳୀ ମଧ୍ୟ ଥିଲା, ଯାହା ପାଇଁ ପାଉଲ ପ୍ରାଥନା କରୁଥିଲେ।

as many as have not seen my face in the flesh

ଏଠାରେ ""ମାଂସର ମୁଖ"" ପୂର୍ଣ୍ଣ ଭାବରେ ଏକ ବ୍ୟକ୍ତିକୁ ଦର୍ଶାଏ। ଅନ୍ୟ ଏକ ଅନୁବାଦ: “ସେହି ସମସ୍ତେ ଯେଉଁମାନେ କେବେ ମୋତେ ବ୍ୟକ୍ତିଗତ ଭାବେ ଦେଖିନାହାନ୍ତି"" ଓ ""ଯେଉଁମାନଙ୍କୁ ମୁଁ କେବେ ସମୁଖରୁ ଦେଖିନାହିଁ।"" (ଦେଖ: rc://*/ta/man/translate/figs-synecdoche)