or_tn/col/01/28.md

1.1 KiB

we proclaim ... We admonish ... we teach ... we may present

ଏହି ଶବ୍ଦଗୁଡିକରେ କଲସୀୟକୁ ଅର୍ନ୍ତଭୂକ୍ତ ହୋଇ ନାହିଁ। (ଦେଖ:rc://*/ta/man/translate/figs-exclusive)

We admonish every person

ଅମ୍ଭେ ସମସ୍ତଙ୍କୁ ଚେତନା ଦେଉଅଛୁ

so that we may present every person

ଆପଣକୁଁ ଏହା ସ୍ପଷ୍ଟ କରିବାକୁ ହୋଇପାରେ କି ସେ କାହାକୁ ପ୍ରସ୍ତୁତୁ କରିବେ। ଅନ୍ୟ ଏକ ଅନୁବାଦ: “ତେଣୁ ଆମ୍ଭେ ପ୍ରତ୍ୟେକ ଲୋକକୁ ଇଶ୍ବରଙ୍କଠାରେ ଉପସ୍ଥାପିତ କରୁ"" (ଦେଖ: rc://*/ta/man/translate/figs-explicit )

complete

ଆଧ୍ୟାତ୍ମିକ ଭାବରେ ପରିପକ୍ବତାକୁ ପ୍ରାପ୍ତ କରିବାର ଏକ ରୂପକ ଅଟେ। ଅନ୍ୟ ଏକ ଅନୁବାଦ: “ଆଦ୍ଧାତ୍ମିକ ପରିପକ୍ବତା”(ଦେଖ:rc://*/ta/man/translate/figs-metaphor)