or_tn/col/01/24.md

1.7 KiB

I fill up in my flesh what is lacking of the afflictions of Christ

ପାଉଲ ଯେଉଁ ଦୁଃଖକୁ ଅନୁଭବ କରୁଥିଲେ ସେହି ବିଷୟରେ ସେ କହନ୍ତି। ସେ ବୋଧହୁଏ ଏହା କହିବାକୁ ଚାହୁଁଥିଲେ ଯେ ଖ୍ରୀଷ୍ଟ ପୁନଃର୍ବାର ନ ଆସିବା ପର୍ଯ୍ୟନ୍ତ ସେ ଓ ଅନ୍ୟ ଖ୍ରୀଷ୍ଟିୟାନମାନେ ବହୁତ ଦୁଃଖ କଷ୍ଟକୁ ସହନ କରିବାକୁ ପଡିବ। ଆତ୍ମିକ ଅର୍ଥରେ ଖ୍ରୀଷ୍ଟ ସେହି କଷ୍ଟ ସମୟରେ ସେମାନଙ୍କ ସହିତ ଯୋଗ ଦେବେ। ପାଉଲଙ୍କ କହିବାର ଅର୍ଥ ଏହା ନୁହେ ଯେ ଖ୍ରୀଷ୍ଟଙ୍କ ଦୁଃଖଭୋଗ ବିଶ୍ବାସୀମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଯଥେଷ୍ଟ ନୁହେଁ ।

I fill up in my flesh

ପାଉଲ ନିଜର ଶରୀର କଥା କହୁଛନ୍ତି ଯେମିତିକି ତାହା ଏକ ପାତ୍ର ଯାହା ଦୁଃଖ ବା କଷ୍ଟକୁ ସହିପାରୁଥିଲା। (ଦେଖ:rc://*/ta/man/translate/figs-metaphor)

for the sake of his body, which is the church

ପାଉଲ ସର୍ବଦା ମଣ୍ଡଳୀ ବିଷୟରେ କୁହନ୍ତି, ସମସ୍ତ ଖ୍ରୀଷ୍ଟିୟାନ ବିଶ୍ବାସୀଙ୍କ ଦଳ, ଯେମିତିକି ଏହା ଖ୍ରୀଷ୍ଟଙ୍କ ଶରୀର ଥିଲା। (ଦେଖ:rc://*/ta/man/translate/figs-metaphor)