or_tn/col/01/21.md

769 B

Connecting Statement:

ପାଉଲ ଏହା ସ୍ପଷ୍ଟ କରୁଅଛନ୍ତି କି ପରମେଶ୍ବର ଏବେ ଏହା ପ୍ରକାଶ କରିଅଛନ୍ତି ଯେ ଖ୍ରୀଷ୍ଟ ପବିତ୍ରତା ନିମନ୍ତେ ବିଜାତିୟ ବିଶ୍ବାସୀମାନଙ୍କର ପାପକୁ ଅଦଳ-ବଦଳ କଲେ।

At one time, you also

ଏକ ସମୟ ଥିଲା ଯେତେବେଳେ ଆପଣ କଲସୀୟ ବିଶ୍ବାସୀମାନେ ମଧ୍ୟ

were strangers to God

ଏମିତି ଲୋକ ଥିଲେ ଯେଉଁମାନକୁ ଇଶ୍ବର ଜାଣିନଥିଲେ ଓ ""ଇଶ୍ବରଙ୍କୁ ଦୂରକୁ ଠେଲି ଦେଇଥିଲେ।