or_tn/col/01/18.md

1.0 KiB

He is the head

ଯୀଶୁ ଖ୍ରୀଷ୍ଟ, ଇଶ୍ବରଙ୍କ ପୁତ୍ର, ମସ୍ତକ ଅଟନ୍ତି

He is the head of the body, the church

ମଣ୍ଡଳୀ ଉପରେ ଯୀଶୁଙ୍କର ସ୍ତିତି ବିଷୟରେ ପାଉଲ କହୁଛନ୍ତି କି ଏହା ଏକ ମାନବ ଶରୀର ଶଦୃଶ ଅଟେ। ଯେମିତି ମସ୍ତକ ଶରୀରକୁ ଶାସନ କରେ ସେପରି ଯୀଶୁ ମଣ୍ଡଳୀକୁ ଶାସନ କରନ୍ତି। (ଦେଖ:rc://*/ta/man/translate/figs-metaphor)

the beginning

ମୂଳ ଅଧିକାର। ସେ ପ୍ରଥମ ମୁଖ୍ୟ ଓ ସଂସ୍ଥାପକ ଅଟନ୍ତି।

firstborn from among the dead

ଯୀଶୁ ହିଁ ପ୍ରଥମ ବ୍ୟକ୍ତି ଯାହାଙ୍କ ମୃତ୍ୟୁ ହେଲା ପରେ ମଧ୍ୟ ପୁନଃର୍ବାର ଜୀବନ୍ତ ହେଲେ, ସେ ଆଉ କେବେ ମରିବେ ନାହିଁ।