or_tn/col/01/16.md

8 lines
1.2 KiB
Markdown

# For by him all things were created
ଏହାକୁ କ୍ରିୟାଶୀଳ ଭାବରେ କହିପାରିବା। ଅନ୍ୟ ଏକ ଅନୁବାଦ:""କାରଣ ଇଶ୍ବର ସମସ୍ତ ବିଷୟ ସୃଷ୍ଟି କଲେ"" ଓ ""ଇଶ୍ବର ପୁତ୍ରଙ୍କୁ ସମସ୍ତ ବିଷୟ ସୃଷ୍ଟି କରିବାକୁ ପ୍ରେରଣ କଲେ""। (ଦେଖ:[[rc://*/ta/man/translate/figs-abstractnouns]])
# all things were created by him and for him
ଏହାକୁ କ୍ରିୟାଶୀଳଭାବରେ କହିପାରିବା। ଇଶ୍ବର ପୁତ୍ରଙ୍କୁ, ପୁତ୍ରଙ୍କ ମହିମ ନିମନ୍ତେ ସମସ୍ତ ବିଷୟ ସୃଷ୍ଟି କରିବାକୁ ପ୍ରେରଣ କଲେ । ଅନ୍ୟ ଏକ ଅନୁବାଦ:""ତାହାଙ୍କର ପାଇଁ ଏବଂ ତାହାଙ୍କର ଦ୍ବାରା ଇଶ୍ବର ସମସ୍ତ ବିଷୟ ସୃଷ୍ଟି କଲେ"" ଓ ""ଇଶ୍ବର ତାହାଙ୍କୁ ନିଜ ପାଇଁ ସମସ୍ତ ବିଷୟ ସୃଷ୍ଟି କରିବାକୁ ପଠାଇଲେ""(ଦେଖ:[[rc://*/ta/man/translate/figs-activepassive]])