or_tn/col/01/15.md

2.1 KiB

He is the image of the invisible God

ତାଙ୍କର ପୁତ୍ର ଅଦୃଶ୍ୟ ଇଶ୍ବରଙ୍କପ୍ରତିଛବି। ଏଠାରେ ପ୍ରତିମୂର୍ତ୍ତିର ଅର୍ଥ ଏହା ନୁହେଁ କି ଯାହା ଦୃଶ୍ୟ ହେଉଥିବା ବସ୍ତୁର ଏକ ପ୍ରତିଛବି। ବରଂ “ପ୍ରତିମୁର୍ତ୍ତି” ର ଅର୍ଥ ଏହା ଅଟେ ଯେ ପୁତ୍ରଙ୍କୁ ଜାଣିବା ଦ୍ବାରା, ଆମ୍ଭେମାନେ ଏହା ଶିଖୁ ଯେ ପିତା ଇଶ୍ବର କିପରି ଅଟନ୍ତି। (ଦେଖ:rc://*/ta/man/translate/figs-metaphor)

the firstborn of all creation

ପ୍ରଥମଜାତ"" ଭାବରେ ଏହା ଉଲ୍ଲେଖ ନାହିଁ ଯେ କେତେବେଳେ ଯୀଶୁ ଜନ୍ମ ହୋଇଥିଲେ। ଏହାପରିବର୍ତ୍ତେ, ଏ ଇଶ୍ବର ପିତାହାଙ୍କର ପୁତ୍ର ରୁପରେ ତାହାଙ୍କର ସ୍ତିତିକୁ ସୂଚିତ କରାଏ। ସେହି ଅର୍ଥରେ, ""ପ୍ରଥମଜାତା"" ଏକ ରୂପକ ଅଟେ ଯାହାର ଅର୍ଥ ""ସବୁଠାରୁ ମହତ୍ତ୍ବପୂର୍ଣ୍ଣ। "" ଯୀସୁ ହେଉଛନ୍ତି ଅତି ମହତ୍ତ୍ବପୂର୍ଣ୍ଣ ଏବଂଏକ ରୁପୀ ପ୍ରଭୁ ଙ୍କ ସନ୍ତାନ ଅଟନ୍ତି। ଅନ୍ୟ ଏକ ଅନୁବାଦ:""ଇଶ୍ବରଙ୍କ ପୁତ୍ର ସମସ୍ତ ସୃଷ୍ଟିର ମହତ୍ତ୍ବପୂର୍ଣ୍ଣ ଅଟନ୍ତି।""(ଦେଖ:rc://*/ta/man/translate/figs-metaphor)

all creation

ସୃଷ୍ଟି"" ବିଶେଷ୍ୟ ଶବ୍ଦକୁ ଏକ କ୍ରିୟାବଚକ ଭାବରେ ଅନୁବାଦ କରାଯାଇପାରିବ। ଅନ୍ୟ ଏକ ଅନୁବାଦ: “ସମସ୍ତ ବିଷୟ ଜାହା ଇଶ୍ବର ସୃଷ୍ଟି କଲେ” (ଦେଖ:rc://*/ta/man/translate/figs-metaphor)