or_tn/col/01/14.md

8 lines
1.4 KiB
Markdown

# in whom
ପାଉଲ ସର୍ବଦା କହନ୍ତି ସତେ ଯେପରି ବିଶ୍ବାସୀମାନେ “ଯୀଶୁ ଖ୍ରୀଷ୍ଟଙ୍କଠାରେ କିମ୍ବା ପରମେଶ୍ବରଙ୍କଠାରେ”। ଆରମ୍ଭ ବାକ୍ୟର ଅନୁବାଦ ପରି ଏହାକୁ ମଧ୍ୟ ଅନୁବାଦ କରି ହେବ। ଅନ୍ୟ ଏକ ଅନୁବାଦ: “ଯାହାଙ୍କ ଦ୍ବାରା” କିମ୍ବା “ତାହାଙ୍କ ପୁତ୍ର ଦ୍ବାରା” କିମ୍ବା “ତାହାଙ୍କ ପୁତ୍ର ସକାଶେ""(ଦେଖ:[[rc://*/ta/man/translate/guidelines-sonofgodprinciples]])
# we have redemption, the forgiveness of sins
ପରିତ୍ରାଣ"" ଏବଂ ""କ୍ଷମା""ର ବିଶେସ୍ୟକୁ କ୍ରିୟା ରୁପରେ ଅନୁବାଦ କରାଯାଇପାରିବ। ଅନ୍ୟ ଏକ ଅନୁବାଦ:""ଆମ୍ଭେମାନେ ଉଦ୍ଧାର ପାପ୍ରାପ୍ତ କରିଅଛୁ; ଆମ୍ଭମାନଙ୍କର ପାପସବୁ କ୍ଷମା କରାଯାଇଛି” କିମ୍ବା “ପରମେଶ୍ବର ଆମ୍ଭମାନଙ୍କୁ ଉଦ୍ଧାର କରନ୍ତି; ସେ ଆମର ସମସ୍ତ ପାପକୁ କ୍ଷମା କରନ୍ତି "" (ଦେଖ: [[rc://*/ta/man/translate/figs-abstractnouns]])