or_tn/col/01/13.md

848 B

Connecting Statement:

ପାଉଲ ଏମତି ବିଷୟରେ କହନ୍ତି ଯେଉଠାରେ ଖ୍ରୀଷ୍ଟ ଉତ୍ତମ ଅଟନ୍ତି।

He has rescued us

ଇଶ୍ବର ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି

the dominion of darkness

ଏଠାରେ ଅନ୍ଧକାର ମନ୍ଦତାର ରୂପକ ଅଟେ। ଅନ୍ୟ ଏକ ଅନୁବାଦ: “ମନ୍ଦ ଶକ୍ତିଗୁଡିକ ଯାହା ଆମ୍ଭମାନଙ୍କୁ ନିୟନ୍ତ୍ରଣ କରି ରଖିଥିଲା”

his beloved Son

ପୁତ୍ର ନାମଟି ଯୀଶୁଙ୍କପାଇଁ ଏକ ଗୁରୁତ୍ବ ଶିରୋନାମା ଅଟେ, ଇଶ୍ବରଙ୍କ ପୁତ୍ର। (ଦେଖ:rc://*/ta/man/translate/figs-metaphor)