or_tn/col/01/12.md

16 lines
1.4 KiB
Markdown

# has made you able to have a share
କଅଣ ତୁମକୁ ପ୍ରଚାର କରିବା ପାଇଁ ଅନୁମତି ଦିଆଯାଇଅଛି।
# has made you able
ପାଉଲ ନିଜ ଶ୍ରୋତାମାନଙ୍କ ଉପରେ ଲକ୍ଷ୍ୟ କରି କହିଲେ ପରମେଶ୍ବରଙ୍କ ଆର୍ଶିବାଦକୁ ପ୍ରାପ୍ତକାରି/ଗ୍ରହଣକାରୀ ହୁଅ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ନିଜେ ସେହି ଆର୍ଶିବାଦର ଅଂଶି ନୁହନ୍ତି
# inheritance
ପରମେଶ୍ବର ଯାହା ପ୍ରତିଜ୍ଞା କରିଥିଲେ ତାହା ପ୍ରାପ୍ତ ହେଲା ପରେ ବିଶ୍ବାସୀମାନେ କହୁଛନ୍ତି ସତେ ଯେମିତି ପରିବାରର ସଦସ୍ୟଠାରୁ ଧନ ଓ ସମ୍ଫତି ପ୍ରାପ୍ତ କରିଛନ୍ତି (ଦେଖ:[[rc://*/ta/man/translate/figs-metaphor]])
# in light
ଏହି ଚିନ୍ତା ପରବର୍ତ୍ତୀ ପଦର ବିଚାର ଅନ୍ଧକାର ଉପରେ ରଜତ୍ବ କରିବାର ବିଚାରର ବିପରୀତ ଅଟେ। ଅନ୍ୟ ଏକ ଅନୁବାଦ: “ତାହାଙ୍କ ଉପସ୍ଥିତିର ମହିମାରେ। (ଦେଖ:[[rc://*/ta/man/translate/figs-metaphor]])