or_tn/col/01/11.md

1.1 KiB

We pray

ଏହି ଶବ୍ଦ “ଆମ୍ଭେ” ପାଉଲ ଏବଂ ତୀମଥିକୁ ସୂଚାଏକଲସୀୟ ମାନଙ୍କୁ ନୁହେ। (ଦେଖ:rc://*/ta/man/translate/figs-exclusive)

into all perseverance and patience

ପାଉଲ କଲସୀୟର ବିଶ୍ବାସୀମାନକୁ ଏହି ପ୍ରକାର କହନ୍ତି, ଇଶ୍ବର ସେମାନକୁ ଦୃଢତା ଏବଂ ଧର୍ଯର ସ୍ତାନକୁ ନେଇଯିବେ। ବାସ୍ତବରେ, ସେ ପ୍ରାର୍ଥନା କରୁଛନ୍ତି ସେମାନେ କେବେହେଲେ ଇଶ୍ବରଙ୍କ ଉପରେ ବିଶ୍ବାସ କରିବା ଛାଡିବେ ନାହିଁ ଏବଂ ସେମାନେ ସଂପୂର୍ଣ୍ଣ ରୂପରେ ଏବଂ ଯେପରି ସେମାନେ ଭାବରେ ସମ୍ମାନ କରନ୍ତି, ସେମାନେ ସମ୍ପୂର୍ଣ୍ଣ ଭାବରେ ଧୈର୍ଯ୍ୟ ରଖିବେ। (ଦେଖ:rc://*/ta/man/translate/figs-metaphor)