or_tn/col/01/10.md

1.5 KiB

We have been praying

“ଆମ୍ଭେ” ଶବ୍ଦଟି କଲସୀୟମାନଙ୍କୁ ଅନ୍ତର୍ଭୁକ୍ତ କରେ ନାହିଁ। (ଦେଖ:rc://*/ta/man/translate/figs-exclusive)

that you will walk worthily of the Lord

ଏଠାରେ ଚାଲିବା ଶବ୍ଦଟି ଜୀବନରେ ଆଚରଣର ପ୍ରତୀକ ଅଟେ। ଅନ୍ୟ ଏକ ଅନୁବାଦ: “ଆମ୍ଭେମାନେ ପ୍ରାର୍ଥନା କରିଆସୁଅଛୁ ଯେ ଇଶ୍ବର ଯେପରି ଆଶା କରନ୍ତି ଆମକୁ ସେପରି ଜୀବନଯାପନ କରିବା ଆବଶ୍ୟକ”(ଦେଖ:rc://*/ta/man/translate/figs-metaphor)

in pleasing ways

ଯାହା ଇଶ୍ବରଙ୍କୁ ସନ୍ତୁଷ୍ଟ କରିବ

will bear fruit

ପାଉଲ କଲସୀୟର ବିଶ୍ବାସୀମାନଙ୍କ ବିଷୟରେ କହୁଛନ୍ତି ଯେମିତିକି ସେମାନେ ବୃକ୍ଷମାନଙ୍କ ଏବଂ ଚାରାଗୁଡିକ ପରି ଅଟନ୍ତି। ଯେମିତି ଚାରା ବଡ ହୋଇ ଫଳ ଫଳେ, ସେହିପରି ବିଶ୍ବାସୀମାନଙ୍କୁ ମଧ୍ୟ ଇଶ୍ବରଙ୍କୁ ଭଲ ଭାବରେ ଜାଣିବା ଏବଂ ଉତ୍ତମ କର୍ମଗୁଡିକ କରିବା ଆବଶ୍ୟକ ଅଟେ। (ଦେଖ:rc://*/ta/man/translate/figs-metaphor)