or_tn/col/01/06.md

1000 B

This gospel is bearing fruit and is growing

ଏଠାରେ ଫଳ ଗୋଟିଏ ରୂପକ ଅଟେ, ଯାହାର ଅର୍ଥ “ଫଳାଫଳ” ଓ “ପରିଣାମ” ଅଟେ। ଅନ୍ୟ ଏକ ଅନୁବାଦ: “ଏହି ସୁସମାଚରରେ ଅଧିକରୁ ଅଧିକତର ଉତ୍ତମ ଫଳାଫଳ ଅଛି। କିମ୍ବା “ଏହି ସୁସମାଚରରେ ନିରନ୍ତର ବୃଦ୍ଧି ହେବାର ଫଳାଫଳ ରହିଛି”(ଦେଖ:rc://*/ta/man/translate/figs-metaphor)

in all the world

ଏହା ସାମାନ୍ୟତା ବିଶ୍ବର ସେହି ଭାଗକୁ ଦର୍ଶାଏ ଯାହା ବିଷୟରେ ସେମାନଙ୍କୁ ଜଣାଥିଲା। ଅନ୍ୟ ଏକ ଅନୁବାଦ: ""ସାରା ବିଶ୍ବରେ""(ଦେଖ:rc://*/ta/man/translate/figs-hyperbole)

the grace of God in truth

ଇଶ୍ବରଙ୍କର ସତ୍ୟ କୃପା