or_tn/col/01/01.md

1.6 KiB

General Information:

ଯଦିଓ ଏହି ପତ୍ରଟି ପାଉଲ ଏବଂ ତୀମଥିଙ୍କ ଦ୍ବାରା କଲସୀୟ ବିଶ୍ବାସୀମାନଙ୍କ ଦିୟାଯାଇଅଛି, ପରବର୍ତ୍ତୀ ସମୟରେ ଏହି ପତ୍ରରେ ପାଉଲ ସ୍ପଷ୍ଟ କରିଛନ୍ତି ସେ ହିଁ ଲେଖକ। ଅଧିକତର ବୋଧ ହୁଏ ଯେ ତୀମଥି ତାହାଙ୍କର ସହିତ ଥିଲେ ଏବଂ ପାଉଲ ଯାହା କହୁଥିଲେ ସେ ଲେଖିଲେ । ସର୍ବତ୍ର ଏହି ପତ୍ରରେ ଶବ୍ଦଗୁଡିକ “ଆମ୍ଭେ,”“ଆମ୍ଭର,” ଏବଂ “ଆମ୍ଭମାନଙ୍କର” ଓ କଲସୀୟ ମଧ୍ୟ ଅନ୍ୟଥା ଅନ୍ତର୍ଭୁକ୍ତ। ଶବ୍ଦଗୁଡିକ ଯେପରି “ତୁମ୍ଭେ” “ତୁମ୍ଭର” ଏବଂ “ତୁମ୍ଭମାନଙ୍କର” କଲସୀୟ ବିଶ୍ବାସୀମାନଙ୍କୁ ସୂଚିତ କରାଯାଏ ଏବଂ ସେଥିପାଇଁ ବହୁବଚନ ଅଟେ ଯେତେ ପଯ୍ୟନ୍ତ ଅନ୍ୟଥା ଉଲ୍ଲେଖ କରାଯାଇନାହିଁ। (ଦେଖ:[[rc:///ta/man/translate/figs-inclusive]]ଏବଂ [[rc:///ta/man/translate/figs-you]])

an apostle of Christ Jesus through the will of God

ଯାହାକୁ ଇଶ୍ବର ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ହେବା ପାଇଁ ମନୋନୀତ କରିଥିଲେ