or_tn/act/28/31.md

682 B

He was proclaiming the kingdom of God

ଏଠାରେ “ଈଶ୍ବରଙ୍କ ରାଜ୍ୟ” ରାଜା ଭାବରେ ଈଶ୍ବରଙ୍କ ଶାସନକୁ ବୁଝାଏ I ବିକଳ୍ପ ଅନୁବାଦ: “ରାଜା ଭାବରେ ଈଶ୍ବରଙ୍କ ରାଜତ୍ବ କରିବା ବିଷୟରେ ସେ ପ୍ରଚାର କରୁଥିଲେ” କିମ୍ବା “ଈଶ୍ବର କିପରି ଆପଣାକୁ ଜଣେ ରାଜା ଭାବରେ ପ୍ରଦର୍ଶନ କରିବେ, ସେ ବିଷୟରେ ସେ ପ୍ରଚାର କରୁଥିଲେ” (ଦେଖ: rc://*/ta/man/translate/figs-metonymy)