or_tn/act/28/27.md

28 lines
2.7 KiB
Markdown

# General Information:
ଯିଶାଇୟ ପୁସ୍ତକରୁ ପାଉଲ ନେଇଥିବା ଉଦ୍ଧୃତିକୁ ପ୍ରତ୍ୟକ୍ଷ ଉଦ୍ଧୃତି ଅବା ପରୋକ୍ଷ ଉଦ୍ଧୃତି ଭାବରେ ଅନୁବାଦ କର, ଯେପରି ଏହା ତୁମେ [ପ୍ରେରିତ ୨୮:୨୫-୨୬](./25.md)ରେ ଅନୁବାଦ କରିଥିଲ I
# Connecting Statement:
ପାଉଲ ଯିଶାଇୟ ପୁସ୍ତକରୁ ଉଦ୍ଧୃତ କରିବା ଶେଷ କରୁଛନ୍ତି I
# For the heart of this people has become dull
ଈଶ୍ବର ଯାହା କହୁଛନ୍ତି ଅବା କରୁଛନ୍ତି, ତାହା ବୁଝିବାକୁ କଠୋର ଭାବରେ ଅଗ୍ରାହ୍ୟ କରୁଥିବା ଲୋକମାନଙ୍କ ବିଷୟରେ ଏପରି କୁହାଯାଏ ଯେ ସତେ ଯେପରି ସେମାନଙ୍କର ହୃଦୟ ଜଡ଼ ଅଟେ I ଏଠାରେ “ହୃଦୟ” ମନ ସ୍ଥାନରେ ଗୋଟିଏ ପ୍ରତିଶବ୍ଦ I (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-metonymy]])
# with their ears they hardly hear, and they have shut their eyes
ଈଶ୍ବର ଯାହା କହୁଛନ୍ତି ଅବା କରୁଛନ୍ତି, ତାହା ବୁଝିବାକୁ କଠୋର ଭାବରେ ଅଗ୍ରାହ୍ୟ କରୁଥିବା ଲୋକମାନଙ୍କ ବିଷୟରେ ଏପରି କୁହାଯାଏ ଯେ ସତେ ଯେପରି ସେମାନେ ଶୁଣିବାକୁ ଅସମର୍ଥ ଓ ନ ଦେଖିବାକୁ ସେମାନେ ସେମାନଙ୍କର ଚକ୍ଷୁ ବନ୍ଦ କରି ଦେଉଛନ୍ତି I (ଦେଖ: [[rc://*/ta/man/translate/figs-metaphor]])
# understand with their heart
ଏଠାରେ “ହୃଦୟ” ମନକୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]])
# turn again
ଈଶ୍ବରଙ୍କ ଆଜ୍ଞାପାଳନ କରିବାକୁ ଆରମ୍ଭ କରିବା ବିଷୟରେ କୁହାଯାଏ ଯେ ସତେ ଯେପରି ଲୋକଟି ଶାରୀରିକ ଭାବରେ ଈଶ୍ବରଙ୍କ ଆଡକୁ ଫେରୁଛି I (ଦେଖ: [[rc://*/ta/man/translate/figs-metaphor]])
# I would heal them
ଏହାର ଅର୍ଥ ନୁହେଁ ଯେ ଈଶ୍ବର ସେମାନଙ୍କୁ କେବଳ ଶାରୀରିକ ଭାବରେ ସୁସ୍ଥ କରିବେ I ସେ ସେମାନଙ୍କର ପାପ କ୍ଷମା କରି ସେମାନଙ୍କୁ ଆତ୍ମିକ ଭାବରେ ମଧ୍ୟ ସୁସ୍ଥ କରିବେ I