or_tn/act/28/26.md

2.2 KiB

He said, 'Go to this people and say, ""By hearing you will hear, but not understand; and seeing you will see, but will not perceive

୨୫ ପଦରେ “ପବିତ୍ର ଆତ୍ମା କହିଥିଲେ” ବୋଲି ଆରମ୍ଭ ହୋଇଥିବା ବାକ୍ୟ ଏଠାରେ ଶେଷ ହେଉଛି ପୁଣି ସେଥିରେ ଉଦ୍ଧୃତି ଭିତରେ ଉଦ୍ଧୃତି ଅଛି I ତୁମେ ଭିତରେ ଥିବା କୌଣସି ଗୋଟିଏ ଉଦ୍ଧୃତିକୁ ଏକ ପରୋକ୍ଷ ଉଦ୍ଧୃତି ଭାବରେ ଅନୁବାଦ କରିପାରିବ, କିମ୍ବା ଭିତରେ ଥିବା ଦୁଇଟି ଉଦ୍ଧୃତିକୁ ପରୋକ୍ଷ ଉଦ୍ଧୃତି ଭାବରେ ଅନୁବାଦ କରିପାରିବ I “ପବିତ୍ର ଆତ୍ମା ଯଥାର୍ଥରୂପେ କହିଥିଲେ, ଏହି ଲୋକମାନଙ୍କ ନିକଟକୁ ଯାଇ କୁହ, ତୁମ୍ଭେମାନେ ଶୁଣୁ ଶୁଣୁ ଶୁଣିବ, କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ, ପୁଣି ଦେଖୁ ଦେଖୁ ଦେଖିବ, କିନ୍ତୁ କୌଣସି ପ୍ରକାରେ ଜ୍ଞାତ ହେବ ନାହିଁ” (ଦେଖ: rc://*/ta/man/translate/figs-quotesinquotes)

By hearing you will hear ... and seeing you will see

“ଶୁଣିବ” ଓ “ଦେଖିବ” ଶବ୍ଦଗୁଡିକୁ ଗୁରୁତ୍ବ ଦେବା ସକାଶେ ପୁନରାବୃତ୍ତି କରାଯାଇଛି I “ତୁମ୍ଭେମାନେ ଧ୍ୟାନର ସହିତ ଶୁଣିବ ....ଓ ତୁମ୍ଭେମାନେ ଏକ ଦୃଷ୍ଟିରେ ଚାହିଁବ”

but not understand ... but will not perceive

ଉଭୟ ବାକ୍ୟାଂଶ ମୌଳିକ ଭାବରେ ଏକା ବିଷୟ କହୁଛନ୍ତି I ସେସବୁ ଗୁରୁତ୍ବ ଦେଉଛନ୍ତି ଯେ ଯିହୂଦୀ ଲୋକମାନେ ଈଶ୍ବରଙ୍କ ଯୋଜନାକୁ ବୁଝିବେ ନାହିଁ I (ଦେଖ: rc://*/ta/man/translate/figs-parallelism)