or_tn/act/28/22.md

1.2 KiB

you think about this sect

ଗୋଟିଏ ଗୋଷ୍ଠୀ ହେଉଛି ଗୋଟିଏ ବୃହତ୍ ଦଳ ମଧ୍ୟରେ ଥିବା ଏକ କ୍ଷୁଦ୍ର ଦଳ I ଏଠାରେ ଏହା ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭେ ଏହି ଯେଉଁ ଦଳର ଅଟ ତାହା ବିଷୟରେ ତୁମ୍ଭେ ଭାବୁଅଛ”

because it is known by us

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ଆମ୍ଭେମାନେ ଜାଣୁ” (ଦେଖ: rc://*/ta/man/translate/figs-activepassive)

it is spoken against everywhere

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସମଗ୍ର ରୋମୀୟ ସାମ୍ରାଜ୍ୟରେ ଅନେକ ଯିହୂଦୀମାନେ ଏହି ଦଳ ସମ୍ବନ୍ଧରେ ମନ୍ଦ କଥା କହୁଛନ୍ତି” (ଦେଖ: rc://*/ta/man/translate/figs-activepassive)