or_tn/act/28/15.md

624 B

after they heard about us

ଆମ୍ଭେମାନେ ଆସୁଛୁ ବୋଲି ସେମାନେ ଶୁଣିଲା ପରେ

he thanked God and took courage

ସାହସ ଧରିବା ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ଜଣେ ଲୋକ ଧରିପାରିବ I ବିକଳ୍ପ ଅନୁବାଦ: “ଏହା ତାହାଙ୍କୁ ଉତ୍ସାହିତ କଲା, ଓ ସେ ଈଶ୍ବରଙ୍କୁ ଧନ୍ୟବାଦ ଦେଲେ” (ଦେଖ: rc://*/ta/man/translate/figs-metaphor)