or_tn/act/27/40.md

737 B

cut loose the anchors and left them

ଦଉଡି ଛିଣ୍ଡାଇ ଲଙ୍ଗରକୁ ପଛରେ ପକାଇଦେଲେ

rudders

ଜାହାଜ ଚଳାଇବାପାଇଁ ପଛ ପାଖରେ ରଖାଯାଉଥିବା ବଡ଼ ବଡ଼ କାତ କିମ୍ବା କାଠଖଣ୍ଡଗୁଡିକ

the foresail

ଜାହାଜର ସମ୍ମୁଖ ଭାଗରେ ଥିବା ପାଲ I ପାଲ ହେଉଛି ବନ୍ଧାଯାଇଥିବା ଏକ ବୃହତ୍ ଲୁଗା ଖଣ୍ଡ, ଯାହା ଦେହରେ ପବନ ବାଜିଲେ ଜାହାଜ ଚାଲେ I

they headed to the beach

ସେମାନେ କୂଳ ଆଡକୁ ଜାହାଜ ଚଳାଇଲେ