or_tn/act/27/39.md

456 B

bay

ଆଂଶିକଭାବରେ ସ୍ଥଳଭାଗ ଦ୍ବାରା ପରିବେଷ୍ଟିତ ଗୋଟିଏ ବୃହତ୍ ଜଳଭାଗ

did not recognize the land

ସ୍ଥଳ ଦେଖିଲୁ କିନ୍ତୁ ଏହାକୁ ଚିହ୍ନିପାରିଲୁ ନାହିଁ କାରଣ ସେମାନେ ଜାଣିଥିବା କୌଣସି ସ୍ଥାନ ପରି ତାହା ଲାଗିଲା ନାହିଁ