or_tn/act/27/34.md

553 B

not one of you will lose a single hair from his head

ସେମାନଙ୍କ ଉପରକୁ କୌଣସି ବିପଦ ଆସିବ ନାହିଁ ବୋଲି କହିବାର ଏହା ଗୋଟିଏ ପାରମ୍ପାରିକ ଶୈଳୀ I ବିକଳ୍ପ ଅନୁବାଦ: “ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକେ ବିନା କୌଣସି କ୍ଷତିରେ ଏହି ଘୋର ବିପଦରୁ ରକ୍ଷା ପାଇବେ” (ଦେଖ: rc://*/ta/man/translate/figs-idiom)