or_tn/act/27/33.md

8 lines
538 B
Markdown

# When daylight was coming on
ପ୍ରାୟ ସୂର୍ଯ୍ୟ ଉଠି ଆସୁଥିବା ବେଳେ
# This day is the fourteenth day that
କ୍ରମସୂଚକ ସଂଖ୍ୟା “ଚତୁର୍ଦ୍ଦଶ”କୁ “ଚଉଦ” କିମ୍ବା “୧୪” ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “୧୪ ଦିନ ଧରି” (ଦେଖ: [[rc://*/ta/man/translate/translate-ordinal]] ଓ [[rc://*/ta/man/translate/translate-numbers]])