or_tn/act/27/31.md

814 B

Unless these men stay in the ship, you cannot be saved

“ନ ରହିଲେ” ଓ “ପାରିବେ ନାହିଁ” ନକରାତ୍ମକ ଶବ୍ଦଗୁଡିକୁ ସକରାତ୍ମକ ଭାବରେ କୁହାଯାଇପାରିବ I କର୍ମବାଚ୍ୟର ନିଷ୍କ୍ରିୟ ବାକ୍ୟାଂଶ “ରକ୍ଷା ପାଇ”କୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆପଣମାନଙ୍କର ରକ୍ଷା ନିମନ୍ତେ ଏହି ଲୋକମାନେ ଜାହାଜରେ ନିହାତି ରହିବା ଆବଶ୍ୟକ” (ଦେଖ: [[rc:///ta/man/translate/figs-doublenegatives]] ଓ [[rc:///ta/man/translate/figs-activepassive]])