or_tn/act/27/28.md

1.1 KiB
Raw Permalink Blame History

They took soundings

ସେମାନେ ସମୁଦ୍ର ଜଳର ଗଭୀରତା ମାପିଲେ I ସେମାନେ ଗୋଟିଏ ଦଣ୍ଡର ତଳ ଭାଗରେ ଏକ ଓଜନିଆ ବସ୍ତୁ ବାନ୍ଧି ତାହା ପାଣି ଭିତରକୁ ପକାଇ ଜଳର ଗଭୀରତା ମାପିଲେ I

found twenty fathoms

ବେଁ ପାଣି ପାଇଲେ I “ବେଁ” ହେଉଛି ଜଳର ଗଭୀରତା ମାପିବାର ଏକ ଏକକ I ଗୋଟିଏ ବେଁ ପ୍ରାୟ ଦୁଇ ମିଟର ହେବ I ବିକଳ୍ପ ଅନୁବାଦ: “୪୦ ମିଟର ପାଇଲୁ” (ଦେଖ: rc://*/ta/man/translate/translate-numbers)

found fifteen fathoms

୧୫ ବେଁ ପାଇଲୁ I “ବେଁ” ହେଉଛି ଜଳର ଗଭୀରତା ମାପିବାର ଏକ ଏକକ I ଗୋଟିଏ ବେଁ ପ୍ରାୟ ଦୁଇ ମିଟର ହେବ I ବିକଳ୍ପ ଅନୁବାଦ: “୩୦ମିଟର ପାଇଲୁ” (ଦେଖ: rc://*/ta/man/translate/translate-numbers)