or_tn/act/27/27.md

1.1 KiB

Connecting Statement:

ଭୟଙ୍କର ଝଡ ଲାଗିରହୁଛି I

When the fourteenth night had come

କ୍ରମସୂଚକ ସଂଖ୍ୟା “ଚତୁର୍ଦ୍ଦଶ”କୁ “ଚଉଦ” କିମ୍ବା “୧୪” ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଝଡ ଆରମ୍ଭ ହେବାର ୧୪ ଦିନ ପରେ, ସେହି ରାତ୍ରି” (ଦେଖ: [[rc:///ta/man/translate/translate-ordinal]] ଓ [[rc:///ta/man/translate/translate-numbers]])

as we were driven this way and that

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପବନ ଆମ୍ଭମାନଙ୍କୁ ଇତଃସ୍ତତଃ ଚାଳିତ କରୁ କରୁ” (ଦେଖ: rc://*/ta/man/translate/figs-activepassive)

the Adriatic Sea

ଏହା ଇତାଲିଆ ଓ ଗ୍ରୀସ୍ ମଧ୍ୟରେ ଥିବା ସମୁଦ୍ର I (ଦେଖ: rc://*/ta/man/translate/translate-names)