or_tn/act/27/22.md

901 B

there will be no loss of life among you

ପାଉଲ ନାବିକମାନଙ୍କୁ କହୁଛନ୍ତି I ଏହା ସୂଚାଉଛି ଯେ ପାଉଲ ଏହା ମଧ୍ୟ କହୁଛନ୍ତି ଯେ ସେ ଓ ସେମାନଙ୍କ ସହିତ ଥିବା ସମସ୍ତେ ମଧ୍ୟ ମୃତ୍ୟୁଭୋଗ କରିବେ ନାହିଁ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ମଧ୍ୟରୁ କେହି ମରିବେ ନାହିଁ” (ଦେଖ: rc://*/ta/man/translate/figs-explicit)

but only the loss of the ship

ଏଠାରେ “କ୍ଷତି” ଶବ୍ଦଟି ନଷ୍ଟ ହେବାର ଅର୍ଥରେ ବ୍ୟବହାର କରାଯାଇଛି I ବିକଳ୍ପ ଅନୁବାଦ: “କିନ୍ତୁ ଝଡ଼ କେବଳ ଜାହାଜକୁ ନଷ୍ଟ କରିବ”