or_tn/act/27/21.md

947 B

Connecting Statement:

ପାଉଲ ଜାହାଜରେ ନାବିକମାନଙ୍କୁ କହୁଛନ୍ତି I

When they had gone long without food

ଏଠାରେ “ସେମାନେ” ନାବିକମାନଙ୍କୁ ବୁଝାଏ I ଏହା ସୂଚାଉଛି ଯେ ଲୂକ, ପାଉଲ ଓ ସେମାନଙ୍କ ସହିତ ଥିବା ଲୋକମାନେ ମଧ୍ୟ ଅନେକ ଦିନ ପର୍ଯ୍ୟନ୍ତ ଖାଦ୍ୟ ଖାଇ ନ ଥିଲେ I ବିକଳ୍ପ ଅନୁବାଦ: “ଯେତେବେଳେ ଆମ୍ଭେମାନେ ଅନେକ ଦିନ ଧରି ଖାଦ୍ୟ ଖାଇ ନ ଥିଲୁ” (ଦେଖ: rc://*/ta/man/translate/figs-explicit)

among the sailors

ଲୋକମାନଙ୍କ ମଧ୍ୟରେ

so as to get this injury and loss

ଆଉ ଫଳ ସ୍ବରୂପେ ଏହି ଅନିଷ୍ଟ ଓ କ୍ଷତି ସହିବା