or_tn/act/27/20.md

1.1 KiB

When the sun and stars did not shine on us for many days

ତୋଫାନର ଘନ ବାଦଲ ସକାଶୁ ସେମାନେ ସୂର୍ଯ୍ୟ କି ତାରାଗଣକୁ ଦେଖିପାରିଲେ ନାହିଁ I ନାବିକମାନେ ସୂର୍ଯ୍ୟ ଓ ତାରାଗଣକୁ ଦେଖିବାର ପ୍ରୟୋଜନ ଥିଲା, ଯଦ୍ବାରା ସେମାନେ ଜାଣିପାରିବେ ଯେ ସେମାନେ କେଉଁଠି ଅଛନ୍ତି ଓ ସେମାନେ କେଉଁ ଦିଗକୁ ଯାଉଛନ୍ତି I

the great storm still beat upon us

ଭୀଷଣ ଝଡ ଲାଗିରହି ଆମ୍ଭମାନଙ୍କୁ ଅସ୍ତବ୍ୟସ୍ତ କଲା

any more hope that we should be saved was abandoned

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଯେ ରକ୍ଷା ପାଇବା ଏହି ଆଶା ସମସ୍ତେ ଛାଡିଦେଲେ” (ଦେଖ: rc://*/ta/man/translate/figs-activepassive)