or_tn/act/27/19.md

680 B

the sailors threw overboard the ship's equipment with their own hands

ଏଠାରେ “ସରଞ୍ଜାମ” ଜାହାଜ ଚଳାଇବା ପାଇଁ ଉଦ୍ଦିଷ୍ଟ ନାବିକମାନଙ୍କର ଉପକରଣକୁ ବୁଝାଏ I ଉତ୍ତୋଳନ ଯନ୍ତ୍ର, ଠେଲା ଓ ଟଣା ଯନ୍ତ୍ର, ପାଣିର ଗଭୀରତା ମାପିବା ଯନ୍ତ୍ର, କାଠଗଡ, ବିଭିନ୍ନ ଆକାରର କାଠଖଣ୍ଡ, ଦଉଡି, ପାଲ ଇତ୍ୟାଦି I ଏହା ସୂଚାଇ ଦେଉଛି ଯେ ପରିସ୍ଥିତି କେତେ ଗୁରୁତର ଥିଲା I