24 lines
2.3 KiB
Markdown
24 lines
2.3 KiB
Markdown
# harbor was not easy to spend the winter in
|
|
|
|
ତୁମେ ସ୍ପଷ୍ଟ କରିପାରିବ ଯେ କାହିଁକି ବନ୍ଦରରେ ରହିବା ସହଜ ନ ଥିଲା I ବିକଳ୍ପ ଅନୁବାଦ: “ଶୀତ କାଳର ଝଡ ସମୟରେ ବନ୍ଦର ପୋତାଶ୍ରୟରେ ଲାଗିଥିବା ଜାହାଜଗୁଡିକୁ ଯଥେଷ୍ଟ ସୁରକ୍ଷା ଦେଇପାରୁ ନ ଥିଲା” (ଦେଖ: [[rc://*/ta/man/translate/figs-activepassive]])
|
|
|
|
# harbor
|
|
|
|
ସ୍ଥଳ ଭାଗ ନିକଟବର୍ତ୍ତୀ ଗୋଟିଏ ସ୍ଥାନ ଯାହା ଜାହାଜଗୁଡିକ ପାଇଁ ସାଧାରଣତଃ ସୁରକ୍ଷିତ ଅଟେ
|
|
|
|
# city of Phoenix
|
|
|
|
ଫୈନୀକ୍ସ୍ କ୍ରୀତୀର ଦକ୍ଷିଣ ଉପକୂଳରେ ଅବସ୍ଥିତ ଗୋଟିଏ ନଗର I (ଦେଖ: [[rc://*/ta/man/translate/translate-names]])
|
|
|
|
# to spend the winter there
|
|
|
|
ଏହା ଶୀତ କାଳ ବିଷୟରେ କହୁଛି ଯେ ସତେ ଯେପରି ଏହା ଗୋଟିଏ ସାମଗ୍ରୀ ଯାହା ଜଣେ ଖର୍ଚ୍ଚ କରିପାରିବ I ବିକଳ୍ପ ଅନୁବାଦ: “ଶୀତ କାଳରେ ସେଠାରେ ରହିବା ନିମନ୍ତେ” (ଦେଖ: [[rc://*/ta/man/translate/figs-metaphor]])
|
|
|
|
# facing both southwest and northwest
|
|
|
|
ଏଠାରେ “ଉତ୍ତରପଶ୍ଚିମ ଓ ଦକ୍ଷିଣପଶ୍ଚିମ ଅଭିମୁଖୀ”ର ଅର୍ଥ ସେହି ଦିଗଆଡ଼କୁ ବନ୍ଦର ଖୋଲିବା I ବିକଳ୍ପ ଅନୁବାଦ: “ଏହା ଉତ୍ତରପଶ୍ଚିମ ଓ ଦକ୍ଷିଣପଶ୍ଚିମ ଆଡ଼େ ଖୋଲାଥିଲା”
|
|
|
|
# southwest and northwest
|
|
|
|
ଏହି ଦିଗଗୁଡିକ ସୂର୍ଯ୍ୟର ଉଦୟ ଓ ଅସ୍ତ ହେବା ଉପରେ ଆଧାରିତ I ଉତ୍ତରପୂର୍ବ ହେଉଛି ସୂର୍ଯ୍ୟ ଉଦୟ ହେବାର ଅଳ୍ପ ବାମକୁ I ଦକ୍ଷିଣପୂର୍ବ ହେଉଛି ସୂର୍ଯ୍ୟ ଉଦୟ ହେବାର ଅଳ୍ପ ଡାହାଣକୁ I କେତେକ ଅନୁବାଦ “ଉତ୍ତରପୂର୍ବ ଓ ଦକ୍ଷିଣପୂର୍ବ” ବୋଲି କହେ I
|